Members of Jai Maa Bhawani Charitable Trust celebrated its fifth annual day at Maa Bata Bhuasuni Temple in Janla.
During the programme, a
discussion on "Our Social Responsibility and Seva Hi Samman" was held.
The participants were requested to distribute happiness and maintain peace in
the society and take care of parents.
ଅନୁଷ୍ଠାନର ପ୍ରମୁଖ ସଦସ୍ୟ ଲଲିତ ମୋହନ ପଣ୍ଡା ଙ୍କସ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କ ପାଖରେ ପ୍ରାଥନା କରାଯାଇଥିଲା ସମାଜ ପାଇଁ ଆମ ମାନଙ୍କ ର ମଧ୍ୟ କର୍ତ୍ତବ୍ୟ ଅଛି, ପଇସା ମଣିଷକୁ ଉପରକୁ ନେଇ ଯାଇ ପାରେ କିନ୍ତୁ ମଣିଷ ପଇସା ଉପରକୁ ନେଇ ଯାଇ ପାରିବ ନାହିଁ, ସମସ୍ତେ ନିଜର ବ୍ୟସ୍ତ ସମୟରୁ କିଛି ସମୟ ଦେଇ ସମାଜରେ ଶାନ୍ତି ଓ ଖୁସି ବାଣ୍ଟିବା ପାଇଁ କାମ କରିବା ନିମନ୍ତେ ଚେଷ୍ଟା କରିବାକୁ ଅନୁରୋଧ କରାଯାଇଥିଲା। ବାପା ମା ଙ୍କୁ ଅବହେଲା ନ କରି ସେମାନଙ୍କ ସହିତ ରକ୍ତ ଦାନ ପାରି "ସମୟ ଦାନ କରି" କିଛି ସମୟ କାଟିବା ସହିତ ସେମାନଙ୍କ ମୁହଁ ରେ ହସ ଫୁଟେଇ ଖୁସି କରନ୍ତୁ, ବିଗତ ୫ ବର୍ଷ ରେ ଅବହେଳିତ ଛୋଟ ପିଲାମାନଙ୍କ ସହିତ କିଛି ଖୁସି ମୁହୂର୍ତ୍ତ, ଅବହେଳିତ ବୃଦ୍ଧ ବାପା ମା ସହିତ କିଛି ସମୟ କଟାଇ ସେମାନଙ୍କ ସହିତ ମିଳିତ ଭୋଜନ ସେବନ କରାଯିବା ପରି ବହୁ କାର୍ଯ୍ୟକ୍ରମ କରାଯାଇଛି।
କରୋନା ମହାମାରୀ ସମୟରେ ଅସହାୟ ଗରିବ ଓ ଧନୀ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା, ଉତ୍କଳୀୟ ସଂସ୍କୃତିକୁ ପ୍ରମୋଟ ପାଇଁ ରଜ ପର୍ବ ଓ କାର୍ତ୍ତିକ ପୂର୍ଣ୍ଣିମା ପରି କାର୍ଯ୍ୟକ୍ରମ କରାଯାଇଥାଏ।
ଆଜିର କାର୍ଯ୍ୟକ୍ରମ "ମହୀରେ ଥିବା ଯେତେ ଦିନ ଆନନ୍ଦ କରୁଥିବା ମନ" ସମସ୍ତେ ସମସ୍ତଙ୍କ ସହିତ ପରିଚିତ ହେବା ଓ ଖୁସିରେ କାଟିବା ସହିତ ମିଳିମିଶି ପ୍ରସାଦ ସେବନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା, ଆଜିର କାର୍ଯ୍ୟକ୍ରମ ରେ ବରିଷ୍ଟ ଚିକିତ୍ସକ, ବରିଷ୍ଟ ସମ୍ମାନୀୟ ବ୍ୟକ୍ତି, ଅନୁଷ୍ଠାନ ର ସଦସ୍ୟା ଓ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ, ଶେଷରେ ସମସ୍ତେ ମିଳିମିଶି ଭୋଜନ ସେବନ କରିଥିଲେ।
ମା ଦୁର୍ଗା ଭବାନୀ ଙ୍କ କୃପାରୁ ସମସ୍ତଙ୍କ କଲ୍ୟାଣ ପାଇଁ କାମନା କରାଯାଇଥିଲା।

0 Comments
Post a Comment
Please do not add any spam link in the comment box.